BREAKING
Loading...
:

ଆଉ ଏକ ଲଘୁଚାପ_ଆଶଙ୍କା*

 *ଆଉ ଏକ  ଲଘୁଚାପ_ଆଶଙ୍କା*

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆଶଙ୍କା

ନଭେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା

ନଭେମ୍ବର ୫ରୁ ୧୫ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ

ଲଘୁଚାପ ଘନୀଭୂତ ହେବ କି ନାହିଁ, ସ୍ପଷ୍ଟ ହୋଇନି

ଏହାର ଦିଗ ଓ ବେଗ ନେଇ ପର୍ଯ୍ୟାକ୍ରମେ ଜଣାପଡ଼ିବ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS