BREAKING
Loading...
:

ଛାମୁଣ୍ଡିଆରେ କୂଅରେ ପଡ଼ି ମହିଳା ମୃତ

 ଛାମୁଣ୍ଡିଆରେ କୂଅରେ ପଡ଼ି ମହିଳା ମୃତ    

  


    ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ର ଛାମୁଣ୍ଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ବରଜୁ ବେହେରାଙ୍କ ପତ୍ନୀ ପ୍ରମିଳା ବେହେରା (୫୮) ଗୁରୁବାର ସଂଧ୍ୟା ୬ ଘଣ୍ଟିକା ସମୟେ ନିଜ ପଛପଟେ ଥିବା ଖୋଲା କୁପରୁ ପାଣି କାଢ଼ିବା ସମୟେ ଗୋଡ ଖସି କୂଅ ଭିତରକୁ ଖସି ପଡ଼ିଥିଲେ ।  ଉଦ୍ଧାର କାର୍ଯ୍ୟ  ବେଳକୁ ଘଟଣା ସ୍ଥଳରେ ତାଙ୍କର   ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀ ମଇଁଷି ଚରାଇ ପେଟ ପୋଷନ୍ତି । ତାଙ୍କର ଦୁଇଟି ସନ୍ତାନ ବଡ ଝିଅ ବୁଲି ବେହେରା ଓ ସାନ ପୁଅ ବୁଲା ବେହେରା । ମା ଙ୍କର ଏଭଳି ଦୃଶ୍ୟ ଦେଖି ମର୍ମାହତ ହୋଇପଡ଼ିଛନ୍ତି ।  ତାଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାନିମନ୍ତ   ଜନସାଧାରଣ ରେ ଦାବି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS