BREAKING
Loading...
:

ଆଜିର ତାଜା ଖବର (ମଣିଭଦ୍ରା ଖବର)

  ଆଜିର ତାଜା ଖବର (ମଣିଭଦ୍ରା ଖବର)

ତାରିଖ ୧୬/୦୯/୨୪, ସୋମବାର 

୧-ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା, ଭୟଭୀତ ନ ହେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

୨-ପୁରୀ:ଶ୍ରୀନହରରେ ସୁନିଆଁ ପର୍ବ ପାଳିତ, ଗଜପତି ମହାରାଜାଙ୍କର ୬୮ ଅଙ୍କ ଆରମ୍ଭ

୩-ପୁରୀ:ଭିତରକାଠ ପାଖକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ନୀତିକାନ୍ତି ନଥିଲେ ମିଳିବ ଅନୁମତି: ମନ୍ତ୍ରୀ 

୪-ବାରିପଦା:କରମା ନାଚ ପାଇଁ ଯାଉଥିବା ବେଳେ ଦୁର୍ଘଟଣା,୪ ମୃତ,୯ ଆହତ।

୫-ଭୁବନେଶ୍ୱର:ରାତିକରେ ୧୦ ଥାନା ଅଞ୍ଚଳରେ ୬୫ ହୋଟେଲ ଯାଞ୍ଚ।

୬-ଭୁବନେଶ୍ୱର:ସେପ୍ଟେମ୍ବର ୧୭ରେ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟ ଛୁଟି।

୭-ଭୁବନେଶ୍ୱର: କିଟ୍ ରେ କାହୋ ପକ୍ଷରୁ ବିଶ୍ବ ରୋଗୀ ସୁରକ୍ଷା ଦିବସ ଅନୁଷ୍ଠିତ।

୮-ବୈ‌।ଦ୍ଧ:କାର୍‌ରୁ ମିଳିଲା ୫୦ କେଜି ଗଞ୍ଜେଇ, ଜଣେ ଗିରଫ, ଅନ୍ୟ ଜଣେ ଫେରାର।

୯-ଭୁବନେଶ୍ୱର: ଅପଡେଟ ହେଉନି ସୁଭଦ୍ରା ଫର୍ମ,ଆଶା ଆଶଙ୍କାରେ ହିତାଧିକାରୀ।

୧୦-ଗୋମାଂସ ରାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ।  ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ୭ ଛାତ୍ର ବହିଷ୍କୃତ ।

୧୧-ଅଶୁଭ ରବିବାର: ବଲାଙ୍ଗିର ଓ ବାରିପଦାର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୬ ଜୀବନ।

୧୨-ଜଳେଶ୍ଵର:ଫୁଲୁଛି ଜଳକା ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା।

୧୩-ମାଲକାନଗିରି ସୀମାରେ  ୫ ଜଣଙ୍କୁ ହତ୍ୟା । ଗୁଣି ଗାରେଡି ସନ୍ଦେହରେ ପିଟି ପିଟି ମାରିଦେଲେ 

୧୪-ଏଭରଗ୍ରୀନ୍ ଚା’ର ବ୍ରାଣ୍ଡ ଆମ୍ବାସଡର ହେଲେ ଟିମ୍ ଇଣ୍ଡିଆର ସଫଳ ସ୍ପିନର କୁଲଦୀପ ଯାଦବ।

୧୫-ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାରେ, ସୁରକ୍ଷାରେ ୮୧ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୨ କମ୍ପାନୀ ସିଆରପିଏଫ।

୧୬-ବାରାଣସୀ:ମଧ୍ୟରାତ୍ରିରେ ସିଗାରେଟ ନ ଦେବାରୁ ଦୋକାନୀଙ୍କୁ ଗୁଳିକରି ହତ୍ୟା।

୧୭-ନୂଆ ଦିଲ୍ଲୀ:INSV ତାରିଣୀରେ ବିଶ୍ୱ ପରିକ୍ରମା କରିବେ ଭାରତୀୟ ନୌସେନାର ୨ ମହିଳା ଅଧିକାରୀ।

୧୮-ନୂଆ ଦିଲ୍ଲୀ: ଗୋଟିଏ କାରବାରରେ UPIରେ ପଠାଇ ହେବ ୫ ଲକ୍ଷ ଟଙ୍କା।

୧୯-ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜରିୱାଲ; ଦୁଇ ଦିନ ଭିତରେ ଇସ୍ତଫା ଦେବାକୁ କଲେ ଘୋଷଣା।

୨୦-ଉତ୍ତରପ୍ରଦେଶର ମିରଟ ସହର:କୋଠା ଭୁଶୁଡ଼ି ୧୦ ମୃତ, ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ୫ ଜଣ।

୨୧-ବେଙ୍ଗାଲୁରୁ:ସୌର ବିମାନ ତିଆରି କଲେ ଭାରତୀୟ ବୈଜ୍ଞାନିକ, ୯୦ ଦିନ ପର୍ଯ୍ୟନ୍ତ ଉଡ଼ିପାରିବ।

୨୨-ସାରା ଭାରତରେ ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS