BREAKING
Loading...
:

ବିଡ଼ିଓଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର

 ବିଡ଼ିଓଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର 

ପାରାଦୀପ (ମଣିଭଦ୍ରା ଖବର) କୁଜଙ୍ଗ ବିଡିଓଙ୍କୁ ଦୁର୍ବ୍ୟବହାର ସହ ଠେଲାପେଲା । କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି। ବିଲ୍ ପାସ୍‌ କରୁନଥିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର ।  ବ୍ଲକ ଅଧ୍ୟକ୍ଷଙ୍କ ସହ କିଛି ବିଜେଡି ଜନପ୍ରତିନିଧି ଠେଲାପେଲା କରିଥିବା ଅଭିଯୋଗ । ଦୁର୍ବ୍ୟବହାର ନେଇ କୁଜଙ୍ଗ ଥାନାରେ ଏତଲା ଦେଲେ ବିଡିଓ । ଘଟଣାକୁ ନେଇ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ଧସ୍ତାଧସ୍ତି

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS