ଗଣେଶ ପୂଜା ଧୁମଧାମରେ ପାଳିତ
ବୌଦ୍ଧ (ମଣିଭଦ୍ରା ଖବର) ଜିଲ୍ଲାରେ ସମସ୍ତ ଗାଁ ଗାଁ ଏବଂ ବିଭିନ୍ନ କ୍ଳବ ରେ ପ୍ରଭୁ ଶ୍ରୀ ବିଘ୍ନରାଜ ଙ୍କ ପୂଜା ହୋଇଛି l ହରଭଙ୍ଗା ବ୍ଲକ ବିରନରସିଂଙ୍ଗ ପୁର ଗ୍ରାମପଂଚାୟତ ର ମହୁଲବୁରି ତ୍ରିନାଥ ବିହାର, ତ୍ରିନାଥ କଲ୍ୟାଣ ସଂଘ ଚଳିତ ବର୍ଷ କମିଟି ପକ୍ଷରୁ ୮ ଫୁଟ ଲମ୍ବା ର ମୂର୍ତ୍ତି କରାଯାଇଛି l ଚାରି ଦିନ ବ୍ୟାପି ମଣ୍ଡପରେ ପୂଜାର୍ଚନା ଅନୁଷ୍ଠିତ ହେବ l ପୂଜା କର୍ତ୍ତା ଭାବେ କମିଟି ସମ୍ପାଦକ ବିଜୟ କୁମାର ମହାନନ୍ଦ, ଦାମୋଦର ଭାଇ କାର୍ଯ୍ୟ ତୁଲାଇ ଥିବା ବେଳେ ସମସ୍ତେ ତ୍ରିନାଥ ଯୁବ ସଙ୍ଘ ସହଯୋଗ କରିଥିଲେ l ପ୍ରତ୍ୟେକ ଦିନ ସନ୍ଧ୍ୟାରେ କମିଟି ପକ୍ଷରୁ କୁନି କୁନି କଳାକାରଙ୍କୁ ନୃତ୍ୟ ଓ ସ୍ଥାନୀୟ ସଂକୀର୍ତ୍ତନ ପରିବେଷଣ ହେବ l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l
Post a Comment