BREAKING
Loading...
:

ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟ ସ୍ଥାପନ

 ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟ ସ୍ଥାପନ 

ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର ) ଗଣେଶ ଚତୃର୍ଥୀ ଠାରୁ ଆରମ୍ଭ ହୋଇ ଥାଏ ପାର୍ବଣ ଋତୁ l ଏହି ପାର୍ବଣ ଋତୁରେ ଶାରଦୀୟ ଦୁର୍ଗା ପୂଜାକୁ ନେଇ ବିଭିନ୍ନ ସ୍ଥାନରେ ମହାଆଡମ୍ବର ରେ ଦୁର୍ଗା ପୂଜା ଆରମ୍ଭ କରାଯାଇ ଥାଏ l ସେହିପରି ହରଭଙ୍ଗା ବ୍ଲକ ଚାରିଛକ ଠାରେ ଜୟ ମଁl ଦୁର୍ଗା ବ୍ୟବସାୟୀ ସଙ୍ଘ ଆନୁକୂଲ୍ୟରେ ସବୁବର୍ଷ ଭଳି ଚଳିତ ବର୍ଷ ମହାଶମlରହ ରେ ଦୁର୍ଗା ପୂଜା ପାଳନ ପାଇଁ ଶନିବାର ଗଣେଶ ଚତୁର୍ଥୀ ରେ ଶୁଭ ଖମ୍ବ ସ୍ଥାପନ କରାଯାଇଛି l ଶୁଭ ଖମ୍ବ ସ୍ଥାପନ ଅବସରରେ ସଂଘର ସଭାପତି ବିଭୂଦତ୍ତ ବୋଷ ପୂର୍ଵତନ ସଭାପତି ଦିଲ୍ଲୀ ସାହୁ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଆଜିଠାରୁ ମୂର୍ତ୍ତି କାର୍ଯ୍ୟ ଶୁଭାରମ୍ଭ କରାଯିବ l

ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ

Post a Comment

Previous Post Next Post
Header ADS