BREAKING
Loading...
:

ଡିଜେ ଗାଡିକୁ ଅଟକ ରଖିଲା ପୋଲିସ

  ଡିଜେ ଗାଡିକୁ ଅଟକ ରଖିଲା ପୋଲିସ 

କଟକ(ମଣିଭଦ୍ରା ଖବର) ନରସିଂହପୁର ବ୍ଲକ ଅନ୍ତର୍ଗତ ଯୋଡୁମୁଁ ଥାନା ଅଧୀନରେ ଥିବା ରେଗେଡ଼ା ଗ୍ରାମରେ ଡିଜେ ବାଜୁଥିବା ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡିଜେ ଗାଡିକୁ ଜବତ କରିଛି। ଗତ ଦୁଇଦିନ ପୂର୍ବରୁ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଡିଜେ ବାଜି ପାରିବ ନାହିଁ ବୋଲି କଡା ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଡିଜେ ବଜାଇବାରୁ ହେଲା କାର୍ଯାନୁଷ୍ଠାନ.... । ଗଣେଶ ପୂଜାରେ ଡିଜେ ବାଜିବ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । 

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS