ବିଜୟନଗର ଠାରୁ ଡଙ୍କାରିସାହି ବନ୍ଦ ରହିବ ବିଜୁଳି
ଗଣିଆ (ମଣିଭଦ୍ରା ଖବର) ଆସନ୍ତା କାଲି ତା ୮/୦୯/୨୪ ରିଖ ସକାଳ ୯ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଜରୁରୀ କାଳୀନ ମରାମତି ନିମନ୍ତେ ବିଜୟନଗର ଠାରୁ ଡଙ୍କାରିସାହି ଯାଏ ବିଦ୍ୟୁତ ସରବରାହ ବନ୍ଦ ରହିବ । ଏ ନେଇ ବିଦ୍ୟୁତ୍ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ଉପଭୋକ୍ତା ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଉକ୍ତ ସ୍ଥାନରେ ମରାମତି କାର୍ଯ୍ୟ ଚାଲିବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment