BREAKING
Loading...
:

ଗିରଫ ହେଲେ ଜେଲ୍ ଅଧିକ୍ଷକ ସତ୍ୟପ୍ରକାଶ

 ଗିରଫ ହେଲେ ଜେଲ୍ ଅଧିକ୍ଷକ ସତ୍ୟପ୍ରକାଶ 

କଟକ (ପ୍ରଦୀପ୍ତ କୁମାର ମିଶ୍ର) ଗିରଫ_ହେଲେ_ଜେଲ୍‌_ଅଧୀକ୍ଷକ । କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା । ଝାରପଡ଼ା ଜେଲର ଅଧୀକ୍ଷକ ମଧ୍ୟ ଥିଲେ ସତ୍ୟପ୍ରକାଶ  ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS