BREAKING
Loading...
:

ଓ୍ବାକ୍ଫ ବୋର୍ଡ ହେବ ଖତମ

 ଓ୍ବାକ୍ଫ ବୋର୍ଡ ହେବ ଖତମ 



ଦେଶରେ ସମ୍ବିଧାନ ଅଛି, ସମାନତାର ଅଧିକାର ଥିଲେ ବି କଂଗ୍ରେସ ସରକାର ମୁସଲମାନଙ୍କୁ ତାଙ୍କ ଧର୍ମ ଅନୁସାରେ ସବୁ ନିୟମ କୋହଳ କରିଛି। ଦେଶରେ ଯେମିତି ମୁସଲମାନ ସମ୍ପ୍ରଦାୟ ଦେଶର ଗେହ୍ଲାପୁଅ ଆଉ ବାକି ସବୁ ସାବତପୁଅ। ମୁସଲମାନ ନିଜ ସରିଆ ନିୟମ କରିପାରିବେ, ମନଇଚ୍ଛା ବାହା ହେଇପାରିବେ, ୱାକଫ ବୋର୍ଡ଼ରେ ଯାହା ଜମି ଚାହିଁବେ ତାକୁ ନେଇପାରିବେ କେହି ପ୍ରତିବାଦ କରିପାରିବେ ନାହିଁ। ଭାରତ ଭଳି ଦେଶରେ ଏ ବେଆଇନ କାରବାର କଂଗ୍ରେସ ଶାସନରେ ଚାଲୁଥିଲା ଯାହା ଫଳରେ ସେହି ବୋର୍ଡ ପାଖରେ ଏବେ ଦେଶର ସବୁଠୁ ଅଧିକ ସମ୍ପତ୍ତି, ଯାହା ଜବରଦଖଲ କରାଯାଇଛି। ଏହି ବୋର୍ଡ଼କୁ ସମ୍ପୂର୍ଣ୍ଣ ଭାବରେ ବେଆଇନ ଘୋଷଣା କରି ଏହାର ମୂଳୋତ୍ପାଟନ କରିବାକୁ ମୋଦି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ସ୍ୱାଗତଯୋଗ୍ୟ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS