ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର (ମଣିଭଦ୍ରା ଖବର) ଏନ୍ଭି ହରିହର ରାଓ,ମୁଖ୍ୟ ଯନ୍ତ୍ରୀ,ଆର ଡବ୍ଲୁ, ବାଲେଶ୍ୱରଙ୍କ ଆୟବର୍ହିଭୂତସମ୍ପତ୍ତି ଖାନତଲାସିରେ ବର୍ତ୍ତମାନସୁଦ୍ଧା ନଗଦ ₹୪୬.୪୫ ଲକ୍ଷ(ନିକଟ ସମ୍ପର୍କୀୟଙ୍କ ଘରୁ),୨ଟି କୋଠା,ଏକ ୩ ବିଏଚକେ ଫ୍ଲାଟ,୨ଟି ବେନାମୀ ଫ୍ଲାଟ, ୫ଟି ମୂଲ୍ୟବାନ ପ୍ଲଟ, ଜମା/ଅର୍ଥ ବିନିଯୋଗ ₹୩.୪୨କୋଟି, ସୁନା ୫୦୦ ଗ୍ରାମ ଆଦି ମିଳିଛି।
ଖବର ଲେଖା ହେବା ବେଳକୁ ତଲାସୀ ଜାରି ରହିଥିବା ଜଣାପଡିଛି । ସମ୍ପତ୍ତିର ପରିଣାମ ଆହୁରି ବଢିବ ବୋଲି ଆକଳନ କରାଯାଇଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق