BREAKING
Loading...
:

ସୋମବାର ସ୍କୁଲ ଛୁଟି, ସୂଚନା ଦେଲେ ସୂଚନା ଓ ଲୋକସଂପର୍କ ବିଭାଗ

 ସୋମବାର ସ୍କୁଲ ଛୁଟି, ସୂଚନା ଦେଲେ ସୂଚନା ଓ ଲୋକସଂପର୍କ ବିଭାଗ 



ଭୂବନେଶ୍ବର (ମଣିଭଦ୍ରା ଖବର) ସୋମବାର ୯ ତାରିଖ ସ୍କୁଲ ଛୁଟି । ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସଂପର୍କ ବିଭାଗ । ସୋମବାର ନୂଆଖାଇ ଅବସରରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ଜଣାପଡିଛି । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଜଣାଇ ଦିଆଯାଇଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ଭାବେ ନୂଆଖାଇ ଜଣାଶୁଣା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS