୭ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣି° ଜାରି,ପୁରୀ ନିକଟରେ ଅତିକ୍ରମ କରିବ ଗଭୀର ଅବପାତ
📌 *୭ ଜିଲ୍ଲାକୁ ଜାରି ହେଲା ରେଡ୍ ୱାର୍ଣ୍ଣିଂ, ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ ।*
📌 *ଆଉ କିଛି ସମୟ ଭିତରେ ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ । ଏହି ସମୟରେ ପବନରେ ବେଗ ୫୦ରୁ ୬୦ କିମି ରହିବ । ଏହାସହ ଝଟକା ପବନ ୬୫ ରୁ ୭୦ କିମି ରହିବାର ସମ୍ଭାବନା ରହିଛି*
📌 *ଅବପାତ ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି,ଓଡ଼ିଶା
إرسال تعليق