BREAKING
Loading...
:

ବିଜୁ ଯୁବ ଓ ଛାତ୍ର ଜନତାଦଳର ସମୀକ୍ଷା ବୈଠକ

 ବିଜୁ ଯୁବ ଓ ଛାତ୍ର ଜନତାଦଳର ସମୀକ୍ଷା ବୈଠକ 

ଗଞ୍ଜାମ(ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମୀକ୍ଷା ବୈଠକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ଯ ସଭାପତି ତଥା ମାନ୍ୟବର ଚାନ୍ଦବାଲି ବିଧାୟକ #ଶ୍ରୀଯୁକ୍ତ ବ୍ୟାମକେଶ ରାୟ ଏବଂ ବାଙ୍କୀର ମାନ୍ୟବର ବିଧାୟକ ତଥ ବିଜୁ ଛାତ୍ର ଜନତା ଦଳର ରାଜ୍ଯ ସଭାପତି #ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରୀପାଠୀ ଯୋଗ ଦେଇ ବହୁ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା କରିଥିଲେ। 

ଏହି ଆୟୋଜିତ ବୈଠକ ରେ ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି #ଶ୍ରୀଯୁକ୍ତ_ନଚିକେଚା_ସ୍ୱାଇଁ , ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜୋନ ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସାହୁ, ବ୍ରହ୍ମପୁର ମହାନଗର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଜୁ ଯୁବ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭବାନୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଛାତ୍ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା , ବ୍ରହ୍ମପୁର ନଗର ଯୁବ ଓ ଛାତ୍ର ସଭାପତି ଙ୍କ ସମେତ ବିଜୁ ଛାତ୍ଜନତା ଦଳର ରାଜ୍ଯ  ସାଧାରଣ ସମ୍ପାଦକ ଶ୍ରୀମାନ୍ ବି ମନୋଜ କୁମାର ଦୋରା ଏବଂ ବିଜୁ ଯୁବ ଛାତ୍ର, ମହିଳା ଜନତା ଦଳର କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ l

ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

أحدث أقدم
Header ADS