BREAKING
Loading...
:

ଲାଞ୍ଜିପଲ୍ଲୀ ୱାର୍ଡ ନମ୍ବର 38 ଡ୍ରେନ ସଫେଇ କାର୍ଯ୍ୟକ୍ରମ





ଲାଞ୍ଜିପଲ୍ଲୀ ୱାର୍ଡ ନମ୍ବର 38 ଡ୍ରେନ ସଫେଇ କାର୍ଯ୍ୟକ୍ରମ।


ବ୍ରହ୍ମପୁର(ମଣିଭଦ୍ରା ଖବର) ଲାଞ୍ଜିପଲ୍ଲୀ ୱାର୍ଡ ନମ୍ବର 38 କର୍ପୋରେଟର ଶ୍ରୀମତୀ ସ୍ଵର୍ଣ୍ଣ ଲତା ସାବତ ଙ୍କ ତତ୍ତ୍ଵାବଧାନରେ 38 ନମ୍ବର ର ସମସ୍ତ କଲୋନୀର ଡ୍ରେନ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବର୍ଷା ହେଲେ ରାସ୍ତା, ଡ୍ରେନ ରେ ଅଳିଆ ଆବର୍ଜ୍ଜନା ସବୁ ଭାସି ଆସି ଡ୍ରେନରେ ଲାଗି କରି ରହିଯାଉଛି।ଏହି ଦୃଶ୍ୟ କର୍ପୋରେଟର ଦେଖି ସଫେଇ କର୍ମଚାରୀ ମାନଙ୍କୁ ନିୟୋଜିତ କରି 38 ନମ୍ବର ୱାର୍ଡ ସମସ୍ତ କଲୋନୀର ଡ୍ରେନ ସଫେଇ କରିଥିଲେ।କର୍ପୋରେଟର ଙ୍କ ଏହିଭଳି କାର୍ଯ୍ୟକୁ ଦେଖି ଅଞ୍ଚଳ ବାସୀ ପ୍ରଶଂସା କରିଥିଲେ। 

ଗଞ୍ଜାମରୁ ଜ୍ୟୋତି ରଞ୍ଜନ ଗୈାଡଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS