BREAKING
Loading...
:

ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟୀ ସମ୍ବର୍ଦ୍ଧନା

 ଓଡିଶା ରାଜନୀତିର ପାଇକ ବରପୁତ୍ର   ଓଡିଶା ର ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱ ଭୂଷଣ ହରିଚନ୍ଦନ ଦୁଇ ଦୁଇ ଥର ପୂର୍ବତନ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟୀ ସମ୍ବର୍ଦ୍ଧନା 




(ମଣିଭଦ୍ରା ଖବର) ଛତିଶଗଡ଼ ରାଜଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବଭୂଷଣଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ମହାମହିମ ରାଜ୍ୟପାଳ  ହୋଇ ଭାରତୀୟ ରାଜନୀତି ତଥା ଓଡିଶା ରାଜନୀତି ପରିପ୍ରେକ୍ଷୀରେ ସହିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ରେ ଏକ ଗୌରବମୟ  ଇତିହାସ ସୃଷ୍ଟି କରିଛନ୍ତି!

ଭାରତୀୟ ରାଜନୀତିରେ ଯୋଗଦେବା ପର ଠୁ ୧୦ସହିତ ମାର୍ଗଦର୍ଶନ ଆମକୁ ଦେଇ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ଙ୍କ ସହ ଯେପରି ଭାତୃଭାବ, ରାଜନୈତିକ ସାରସ୍ୱତ ଭାବ ସର୍ବୋପରି ପାରିବାରିକ ଭାବ ବଜାୟ ରଖିଛନ୍ତି ତାହା ଆଦର୍ଶମୟ ଓ ପ୍ରଶଂସା ଯୋଗ୍ୟ । ଛତିଶଗଡ ରାଜ୍ୟପାଳ ଭାବରେ ତାଙ୍କର କାର୍ଯ୍ୟକାଳ ସେ ବହୁ ବିଜ୍ଞ୍ୟତାର  ସହ  ସମାପ୍ତ କରିଛନ୍ତି!ନିଶିଗନ୍ଧା ପ୍ରତିଷ୍ଠାନ  ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନର ୨ଟା ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନ ର ମହତ୍ୱ ଓ ଗାରିମାକୁ ଦ୍ବିଗୁଣିତ କରିଛନ୍ତି । ତେଣୁ ତାଙ୍କର ଅବସର କାଳୀନ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଶରୀରକୁ ସଦା ନିରୋଗୀ ସ୍ୱାସ୍ଥ୍ୟବାନ ରଖନ୍ତୁ ଓ ସେ ପୂର୍ବପରି  ଅନୁଷ୍ଠାନ କୁ  ଭଲ ପାଇବା ଦେଉ ଥାନ୍ତୁ । ଏତିକି ଶୁଭ ଭାବନା ଓ ଶୁଭ କାମନା ସହ   ବଳରାମ ତରାଇ ପ୍ରତିଷ୍ଠାତା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ । 

ଗଞ୍ଜାମରୁ ଜ୍ୟୋତି ରଞ୍ଜନ ଗୈାଡଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS