BREAKING
Loading...
:

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ



ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡା ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପରିସରରେ ସୋମବାର ଏଗାର ଘଟିକାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ନୟାଗଡ ରୁ  ବ୍ରହ୍ମl କୁମାରୀ ମିନି ଦିଦି, ଅଞ୍ଜଳି ଦିଦି, ଖଣ୍ଡପଡା ଆଞ୍ଚଳିକ ସ୍ତରରୁ ବ୍ରହ୍ମl କୁମାରୀ ମନୋରମା ଦିଦି, ବିଷ୍ନୁପ୍ରିୟା ଦିଦି  ତାପସ ଭାଇଙ୍କ ସମେତ ଅନ୍ୟାନ୍ୟ ଭାଇ ଓ ଭଉଣୀ ମାନେ ଯୋଗ ଦେଇ ଖଣ୍ଡପଡାର ସାମ୍ବାଦିକ ବନ୍ଧୁ ମାନଙ୍କ ହାତରେ ରାଖୀ ବାନ୍ଧିବା ସହ ମିଷ୍ଟାନ୍ନ ପ୍ରଦାନ କରିଥିଲେ l ଏହା ପରେ ସେମାନଙ୍କ ହସ୍ତରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ଅଗଷ୍ଟ ପାଞ୍ଚ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ପଚିଶ ତାରିଖ ପର୍ଯ୍ୟନ୍ତ ସର୍ବ ଭାରତ ସ୍ତରରେ ପାଳିତ ହେବା ସହ ଏକଚାଳିଶ ଲକ୍ଷ ବୃକ୍ଷ ରୋପଣ କରାଯିବ l 


ରିପୋର୍ଟ ସଂଗ୍ରାମ କେଶରୀ ଦେଓ ଖଣ୍ଡପଡ଼ା 

Post a Comment

أحدث أقدم
Header ADS