BREAKING
Loading...
:

ମାଛ ଧରୁଥିବା ବେଳେ ଭାସିଗଲେ ନାବାଳକ

 

ମାଛ ଧରୁଥିବା ବେଳେ ଭାସିଗଲେ ନାବାଳକ  



 ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଟାଙ୍ଗି ଥାନା ଅନ୍ତର୍ଗତ ହାଟ ବରଡ଼ି ଗ୍ରାମରେ ନଦୀରେ ମାଛ ଧରୁଥିବା ବେଳେ ନାବାଳକ ଖସି ପଡ଼ି ଭାସିଗଲେ । ନାବାଳକ ଜଣକ ହେଉଛନ୍ତି  ଚିଲିକା ବ୍ଲକ  ବିରିବାଡ଼ି ପଞ୍ଚାୟତ ଛକଡ଼ିପୁର ଗ୍ରାମର ବୋଲି ଜଣା ପଡ଼ିଛି , ଲଗାଣ ବର୍ଷା ଯୋଗୁଁ ପାଣି ନଦୀ ଉପରେ ଯାଉଥିବା ବେଳେ 4ଜଣ ନାବାଳକ ଆସିଥିଲେ ହାଟ ବରଡ଼ି ଗ୍ରାମକୁ ମାଛ ଧରିବା ପାଇଁ ସେଥିରୁ ଜଣେ ନାବାଳକଙ୍କ ହଠାତ ମାଛ ଧରୁଥିବା ବେଳେ ପାଣିରେ ପଡ଼ି ଯାଇ ଭାସି ଯାଇଥିବା ଜଣା ପଡ଼ିଛି । ନାବାଳକ ଜଣକ ନବମ କ୍ଲାସ ପାଠ ପଡୁଥିବା ସୂଚନା ମିଳିଛି । ନଦୀରେ ଉଦ୍ଧାର କରିବା ପାଇଁ ଗଙ୍ଗାଧର ଓ ଟାଙ୍ଗି ଅଗ୍ନିଶମ ବାହୀନି ପହଞ୍ଚି ଚେଷ୍ଟା ଜାରି ରଖିଛନ୍ତି 


Report-ଖୋର୍ଦ୍ଧା ଚିଲିକାରୁ ସଂଗ୍ରାମ ରଣା

Post a Comment

أحدث أقدم
Header ADS