BREAKING
Loading...
:

ସତ୍ୟ, ଶାନ୍ତି,ସେବା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳିତ

ସତ୍ୟ, ଶାନ୍ତି,ସେବା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳିତ 



 ବ୍ୟୁରୋ ରିପୋର୍ଟ (ମଣିଭଦ୍ରା ଖବର) ଗୁରୁ ପୂର୍ଣ୍ଣିମା, ଭଗବାନ ବେଦ ବ୍ଯାସ ଙ୍କ ଜନ୍ମ ତିଥି, ଏଣୁ ଏହି ଅବସରରେ, ସମସ୍ତ୍ ଧାର୍ମିକ ଅନୁଷ୍ଠାନ ର ଧର୍ମ ଗୁରୁ ଙ୍କୁ ଶିଷ୍ୟ ମାନେ ନିଜ ନିଜ ଭକ୍ତି ଅନୁଶାରେ ପୂଜା ଅର୍ଚ୍ଚନା କରିଥାନ୍ତି । ସେହିପରି ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ର ପ୍ରତିଷ୍ଠା ମହାପୁରୁଷ ସିଦ୍ଧ ଯୋଗୀ ବା ବା ରାମ ଦାସ ଙ୍କ ପୂଜା ଅର୍ଚନା ଧଉଳି ସ୍ଥିତ ସତ୍ୟ ଶାନ୍ତି ସେବା ଆଶ୍ରମ ରେ ବୈଦିକ ରୀତିରେ ଗୁରୁ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଜନ ସମାରୋହ, ଭକ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଦୁଃଖୀ, ଦିବ୍ୟ ଙ୍ଗ ସାଧୁ ସନ୍ଥ ଓ ବ୍ରାହ୍ମଣ ମାନଙ୍କୁ ପୁଜା କରିବା ସହ୍ ବସ୍ତ୍ର, ଦାନ ଦକ୍ଷୀଣ ଶିଷ୍ୟ ମାନେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ର ବିଭିନ୍ ଅଞ୍ଚଳ ର ଭକ୍ତ ମାନେ ଯୋଗ ଦେଇଥିଲେ । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS