୩ ମାସ ସଭା ଶୋଭାଯାତ୍ରା କଟକଣା
• ଛତ୍ରପୁର : ଗଞ୍ଜାମ ପୋଲିସ ଜିଲ୍ଲାରେ କଟକଣା ଲାଗୁ ।
• ୯୦ ଦିନ ପାଇଁ ଲାଗୁ ହେଲା ଧାରା ୩୦ ।
• କୌଣସି ସଭା ସମିତି, ଶୋଭାଯାତ୍ରା ଓ ଜନସମାବେଶ କରିବାକୁ ହେଲେ ସମ୍ପୃକ୍ତ SDPO କିମ୍ବା ଥାନା ଅଧିକାରୀଙ୍କ ଅନୁମତି ନେବା ବାଧ୍ୟତାମୂଳକ ।
• ୩ ଦିନ ପୂର୍ବରୁ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ହେବ ।
• ଏହି ଆଦେଶ ୧୬ ଅଗଷ୍ଟରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ।
• ଗଞ୍ଜାମ ଏସ୍ପି ହରିଶ ବିଶି ଏହି ଧାରା ଲାଗୁ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment