BREAKING
Loading...
:

ହିଂଜିଳି ଥାନା ଇଲାକାରେ ଲିଫ୍ଟ ମାଗି ଛୁରି ମାରିବା ଘଟଣା । • ଦୁଇ ଅଭିଯୁକ୍ତ ଗିରଫ ।

 



ଗଂଜାମ

ହିଂଜିଳି ଥାନା ଇଲାକାରେ ଲିଫ୍ଟ ମାଗି ଛୁରି ମାରିବା ଘଟଣା ।

ଦୁଇ ଅଭିଯୁକ୍ତ ଗିରଫ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଶଙ୍କରର୍ଷଣ ପାଢୀ ଓ ବଳିଅ। ଦାସ ।

ଗତ ସାତ ତାରିଖ ଦିନ ରାତିରେ ଖଣ୍ଡରା ଛକରେ ଲିଫ୍ଟ ମାଗି ଛୁରା ମାଡ କରିଥିଲେ ।

ଦୁଇଟି ମୋଟରସାଇକେଲ ମଧ୍ୟ ଜବତ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS