୧୧ ଜିଲ୍ଲାରେ ୨୩ ପ୍ରକଳ୍ପକୁ_ଅନୁମୋଦନ ।
ରାଜ୍ୟରେ ୪୫୭୩ କୋଟି ଟଙ୍କାର ପ୍ରକଳ୍ପକୁ SLSWCAର ମଞ୍ଜୁରୀ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ।
୧୧ ଜିଲ୍ଲାରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ, ୨୨ ହଜାର ୮୭୩ ନିଯୁକ୍ତି ସୁଯୋଗ ।
ଗ୍ରୀନ୍ ଏନର୍ଜୀ ଉପକରଣ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ ଓ ପର୍ଯ୍ୟଟନକୁ ଗୁରୁତ୍ବ ।
କଟକ ଓ ସମ୍ବଲପୁରରେ ହେବ ପଞ୍ଚତାରକା ହୋଟେଲ୍, ୧୯୦ କୋଟି ବ୍ୟୟ ।
ଖୋର୍ଦ୍ଧାରେ ୭୦ କୋଟି ବ୍ୟୟରେ ହେବ ପଞ୍ଚତାରକା ରିସୋର୍ଟ ।
ଖୋର୍ଦ୍ଧାରେ ୭୩୦ କୋଟି ବ୍ୟୟରେ ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ।
ପୁରୀରେ ୫୦ କୋଟିରେ ହେବ ରେଡ୍ଡିମେଡ୍ ଗାର୍ମେଣ୍ଟ୍ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment