SCB ମେଡିଜାଲ କାଲେଜ ର ଅଧକ୍ଷ/ଅଧିକ୍ଷକ ଓ ADM ଙ୍କ ବେନିୟମର ମନମୁଖି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଙ୍କର କୋଟି କୋଟି ଟଙ୍କା ରାଜ୍ୟସ୍ୟ ହାନି ହେଉଅଛି l
ରୋଗୀଙ୍କ ଆତ୍ମୀୟ ମାନଙ୍କ ରହିବା,ଖାଇବା ପାଇଁ,ଆଶ୍ରୟ ସ୍ଥଳ, ଆହାର କେନ୍ଦ୍ର ରେ କୋଟି- କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବା ସ୍ଥଳେ,ବିନା ଟେଣ୍ଡରରେ ମେଡିକାଲ କ୍ୟାମ୍ପସ ଭିତରେ କ୍ୟାଣ୍ଟିନ/ବିଟିଲ ସପ, ଚାହା, ପାନ ଦୋକାନ ଓ ରୋଗୀ ଦଲlଲି ମାନଙ୍କ ପ୍ରଭାବ ଶାଳୀବ୍ୟକ୍ତି ଙ୍କ ଅନୁଚର ଙ୍କୁ ହେଣ୍ଡିକ୍ୟାପ୍ଟ ସାର୍ଟିଫିକେଟ ନାମକୁ ମାତ୍ର ନେଇ ପ୍ରଶାସନ ପରମାନେଣ୍ଟ ଥଇଥାନ କରାଉଛନ୍ତି I ଅର୍ଡର ଦିଆଯାଇ ଥିବା ତୁରନ୍ତ ବ୍ୟକ୍ତିଙ୍କୁ ନିୟମରେ ଉଛେଦ ପ୍ରକ୍ରିୟା କରାଜିବା ଉଛିତ୍ l ଉକ୍ତ କାର୍ଯ୍ୟ ସମ୍ପାଦନା ଙ୍କୁ ଉଚ୍ଚ ସ୍ତରୀୟ ସଠିକ ତଦନ୍ତରେ ଚର୍ଚ୍ଚାର ବିଷୟ ପIଲଟିଛି I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment