BREAKING
Loading...
:

ଅମିତ ଶାହଙ୍କ ବଡମ୍ବା ଗସ୍ତ ବାତିଲ , ଖରାପ ପାଗ ହେଲା କାରଣ

 ଅମିତ ଶାହଙ୍କ ବଡମ୍ବା ଗସ୍ତ ବାତିଲ , ଖରାପ ପାଗ ହେଲା କାରଣ



 କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ପ୍ରତିକୂଳ ଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସୂଚନା ମିଳିଛି ।  ଅନୁକୂଳ ପାଗ ନ ଥିବାରୁ ଯାତ୍ରା ଓ ସମସ୍ତ ଆଧିକାରିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS