ପାଠ୍ୟ ପୁସ୍ତକରେ ତ୍ରୁଟି ଏକ ଅପରାଧ ।
ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ ପ୍ରସଙ୍ଗ
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା।
ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ ।
ପାଠ୍ୟ ପୁସ୍ତକରେ ତ୍ରୁଟି ଏକ ଅପରାଧ: ପ୍ରସନ୍ନ
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦେବା ଉଚିତ ।
ରାଜ୍ୟବ୍ୟାପି ଏହାକୁ ନେଇ ପ୍ରତିବାଦ ଚାଲିଛି: ପ୍ରସନ୍ନ ।
କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଏକ ପ୍ରହସନ: ପ୍ରସନ୍ନ ।
କେତେ ଦିନ ପୂର୍ବ ସରକାରଙ୍କୁ ଦୋଷ ଦେବେ ବୋଲି ପ୍ରସନ୍ନଙ୍କ ପ୍ରଶ୍ନ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment