ଖୋଲିବ ୫୦୦ ଇଭିଷ୍ଟେସନ ।
ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ପ୍ରତିକ୍ରିୟା ।
ରାଜ୍ୟରେ ଖୋଲିବ ୫୦୦ ଇଭି ଷ୍ଟେସନ ।
ଏବେ ୧୦୦ ଚାର୍ଜିଙ୍ଗ ଷ୍ଟେସନ ହୋଇ ସାରିଛି ।
ଇଭି ଅଂଶୀଦାରରେ କେନ୍ଦ୍ରଠୁ ଆଗରେ ଓଡ଼ିଶା ।
ଦେଶରେ ୧୨% ଥିବା ବେଳେ ଓଡିଶା ଅଛି ୧୭ % ଅଂଶୀଦାର ।
ଷ୍ଟେଟ, ନ୍ୟାସନାଲ ହାଇୱେ କଡ଼ରେ ଲାଗିବ ଷ୍ଟେସନ ।
OSRTC ବସ ଷ୍ଟାଣ୍ଡରେ ବି ଲାଗିବ ଇଭି ଚାର୍ଜିଙ୍ଗ ଷ୍ଟେସନ ।
PMଇ ଡ୍ରାଇଭରେ ୪୦ କୋଟି ରାଜ୍ୟକୁ ମିଳିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment