BREAKING
Loading...
:

ରାଜ୍ୟସଭାରେ ଆଣ୍ଟିପେପର୍ ଲିକ୍ ବିଲ୍ ପାସ୍ ।

 



ରାଜ୍ୟସଭାରେ ଆଣ୍ଟିପେପର୍ ଲିକ୍ ବିଲ୍ ପାସ୍ । 

ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି ପେପର୍ ଲିକ୍ ବିଲ୍ ।

ବାଚନିକ ଭୋଟରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସ୍ ।

ସଂସଦର ଉଭୟ ସଦନରେ ପାସ୍‌ ହେଲା ଆଣ୍ଟି ପେପର୍ ଲିକ୍ ବିଲ୍ ।

ଗତକାଲି ଲୋକସଭାରେ ପାସ ହୋଇଥିଲା ଆଣ୍ଟି ପେପର୍ ଲିକ୍ ବିଲ୍ ।

ଆଇନରେ ପରିଣତ ହେବା ପୂର୍ବରୁ ଆବଶ୍ୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS