*ଯନ୍ତ୍ରୀଙ୍କର ୧୫ ପ୍ଲଟ୍ ଠାବ*
ସମ୍ବଲପୁର CADA ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କର ୧୫ ପ୍ଲଟ୍ ଠାବ *
ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କର ୧୫ ପ୍ଲଟ୍ ଠାବ ।
ଭୁବନେଶ୍ୱର, କଟକ, କୋରେଇ, ବସ୍ତା ଓ ଡେଲାଙ୍ଗରେ ୧୫ ପ୍ଲଟ୍,
କଟକ ବିଦ୍ୟାଧରପୁରରେ ୭ ହଜାର ବର୍ଗଫୁଟ୍ର ତିନି ମହଲା କୋଠା ।
ବସ୍ତାରେ ୧୪୬୫ ବର୍ଗଫୁଟ୍ର ଦ୍ବିମହଲା କୋଠା ।
୨ଟି ବହୁତଳ କୋଠା ସହ ନଗଦ ୩.୪୫ ଲକ୍ଷ ଟଙ୍କା ଠାବ ।
୩ଟି ଚାରି ଚକିଆ, ଗୋଟିଏ ଜେସିବି, ଗୋଟିଏ ଦୁଇ ଚକିଆ ଠାବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment