*ଚାକିରି ଦେବା ନାଁରେ ଠକେଇ; ମହିଳା ଗିରଫ*#
ପୁଣି ରାଜଧାନୀରେ ଚାକିରି ଦେବାକୁ କହି ଠକେଇ l
ଜଣେ 420 ମହିଳାଙ୍କୁ ଗିରଫ କଲା ମୈତ୍ରୀ ବିହାର ପୋଲିସ .
ଷ୍ଟାଫ୍ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ପ୍ରାୟ ୨୫ ଲକ୍ଷ ଠକେଇ .
ରାୟଗଡ଼ା ଅଞ୍ଚଳର ଏକାଧିକ ଲୋକଙ୍କୁ ଠକେଇ କରି ଗିରଫ .
ତାରକା ହୋଟେଲରେ ଇଣ୍ଟରଭ୍ୟୁ ଚାଲିଥିବା ନେଇ ସୂଚନା .
୫ ଲକ୍ଷ ଟଙ୍କାରେ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ସୂଚନା .
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment