*ଭୁବନେଶ୍ବର ଆସିଲା ୫ ମୃତଦେହ*#
ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି; ଭୁବନେଶ୍ବର ଆସିଲା ୫ ମୃତଦେହ,
ସ୍ବତନ୍ତ୍ର ବିମାନ ଯୋଗେ ତାମିଲନାଡୁରୁ ଭୁବନେଶ୍ବର ଆସିଲା ୫ ମୃତଦେହ,
ସି ଫୁଡ୍ ଏମୋନିଆ ଗ୍ୟାସ୍ ଲିକ୍ ଯୋଗୁ ୭ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଛି
ବିମାନବନ୍ଦର ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment