BREAKING
Loading...
:

ଭତ୍ତା ଓ ଘର ସାତସପନ :




 ଭତ୍ତା ଓ ଘର ସାତସପନ : ଅସହାୟ ଜୀବନ ବିତାଉଛନ୍ତି ରେମତିଜିଲ୍ଲା ସିନାପାଲି ବ୍ଲକରେ ସରକାରଙ୍କ ଆବାସ ଯୋଜନା ବାଟବଣା ସିନାପାଲି, ନୂଆପଡ଼ା ହୋଇଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଗରିବଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଯୋଗାଇ ଦେବା ଲାଗି ଯୋଜନା କରି ଥୁବା ସତ୍ତ୍ବେ ପଞ୍ଚାୟତ କର୍ତ୍ତୃ ପକ୍ଷ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ହିତାଧ୍କାରୀ ଏହାର ଲାଭପାଇପାରୁନାହାଁନ୍ତି । ସିନାପାଲି ବ୍ଲକ ଟିମନପୁର ପଞ୍ଚାୟତ ଗୋବିନ୍ଦପୁର ହଂସ ପଡା ର ରେମତି ହଂସ (୩୭) ନାମକ ଜଣେ ଅବିବାହିତା ମହିଳା ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଭଙ୍ଗା ଦଦରା ମାଟି ଛପର କୁଡ଼ିଆରେ ବିପଦ

ସେ ଦିନ କାଟୁଛନ୍ତି I ସଂକୁଳ ଅବସ୍ଥାରେ ଦୁଃଖ କଷ୍ଟରେ

ରେମତିର ପରିବାରରେ ଖାଲି ମା କୁନ୍ଦେ ହଂସ (୭୫) ଥିବା ବେଳେ ସେ ମଧ୍ୟ ଅକ୍ଷମ । ଘର ଖଣ୍ଡେ ତିଆରି କରିବାକୁ ସେ ସକ୍ଷମ ନୁହଁନ୍ତି । ଦୀର୍ଘ ବର୍ଷ ହେବ ସେ ଭଙ୍ଗା ଦଦରା ମାଟି କୁଡ଼ିଆ ଘରେ ଖରା ବର୍ଷାରେ ରହି ଆସୁଛନ୍ତି I ସରକାରଙ୍କ ପକ୍ଷରୁ ତାଙ୍କୁ କେବଳ ୫ କେଜି ଚାଉଳ ମିଳୁଥିବା ବେଳେ ଭତ୍ତା କିମ୍ବା ପକ୍କା ଘର ତାଙ୍କ ସାତ ସପନ ପାଲଟିଛି ଏ ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭକରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ କହି କହି ସେ ଥକିଥିଲେ ମଧ୍ୟ କେହି ମଧ୍ୟ କଣ୍ଠ ପାତ କରୁନଥିବା ରେମତି ଅଭିଯୋଗ କରିଛନ୍ତି । ସରକାରଙ୍କ

ପକ୍ଷରୁ ଗାଁରେ ଅଭିଯୋଗ ଶୁଣାଣି ଶି ବି ର କ  ରାଯାଇ ଲୋକଙ୍କ ଅଭି ଯୋଗର ดูดเ ଧାନ କରାଯାଉଛି ହେଲେ ରେମତିଙ୍କୁ ଏଥୁରୁ କୌଣସି ସୁବିଧା ମିଳୁନାହିଁ । ଏ ସଂକ୍ରାନ୍ତରେ ସିନାପାଲି ବିଡିଓଙ୍କୁ ଜୋଗାଯୋଗ କରାଯାଇଥିଲା, ହେଲେ ସମ୍ଭବ ହୋଇପାରିନଥୁଲା I ସିନାପାଲି ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠିଆଙ୍କୁଯୋଗାଯୋଗ କରିବାରୁ ୩୫ କେଜି ଚାଉଳ ଓ ଭତ୍ତା ପାଇଁ ଅନଲାଇନ କରି ଦେବା କ ହି ଛନ୍ତି, ତେ ବେ ବେ ବସାହାରା ଅବିବାହିତା ରେ ମତିଙ୍କୁ ନୂଆପ ପଡା ଜିଲ୍ଲା ପ୍ରଶାସନ ଘର ଖଣ୍ଡେ ଓ ଭତ୍ତା ଖଣ୍ଡେ କେବେ ଯୋଗାଇ ଦେବେ ଦେଖିବାକୁ ବାକି ରହିଲା I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS