BREAKING
Loading...
:

କ୍ରସ୍‌ ଭୋଟିଂର ଖେଳ: ୧୧ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା...

 କ୍ରସ୍‌ ଭୋଟିଂର ଖେଳ: ୧୧ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା...



ରାଜ୍ୟବାସୀଙ୍କ ଫୋକସରେ ରାଜ୍ୟସଭା ନିର୍ବାଚନ । ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି । ଏହାରି ଭିତରେ ଚର୍ଚ୍ଚାରେ କ୍ରସ ଭୋଟିଂ । ଦଳୀୟ ହ୍ୱିପକୁ ଅବମାନନା କରି କଂଗ୍ରେସର ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ ଦାସ । କ୍ରସ ଭୋଟିଂ ତାଲିକାରେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି କହିଲେ ଭକ୍ତ ।


ସେହିପରି ବିଜେଡିର ୮ ଜଣ ବିଧାୟକ ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର,ଦେବୀ ରଞ୍ଜନ ତ୍ରିପାଠୀ,ସୌଭିକ ବିଶ୍ବାଳ, ଚକ୍ରଧର କହଁର, ନବକିଶୋର ମଲ୍ଲିକ ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS