କନ୍ଧମାଳ (ସଲମାନ୍ ଦିଗାଲ) ଭାରତର ବିକାଶ ପୁରୁଷ ଜସ୍ୱସୀ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିବସ 75 ବର୍ଷ ପୂର୍ତ୍ତ ଉପଲକ୍ଷେ ସାରା ରାଜ୍ୟରେ ଏକ ପେଡ଼ ମା କେ ନାମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହନ ମାଝୀ ଙ୍କ ନିର୍ଦେଶ କ୍ରମେ ପ୍ରତ୍ୟକ ଜିଲ୍ଲା ରେ ପାଳନ କରାଯାଇଛି l ଏହି କାର୍ଯ୍ୟ କ୍ରମ କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ଖଣ୍ଡ କାର୍ଯ୍ୟ ଳୟ ପକ୍ଷରୁ ସମସ୍ତ ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି l ବାଲୁଗୁଡ଼ା ବ୍ଲକ ର ବୁଦ୍ରୁକିଆ ପଞ୍ଚାୟତ ସିପାପଞ୍ଜିର ଗ୍ରାମ ଓ ବାଲୁଗୁଡ଼ା N A C ଅନ୍ତରଗତ କାର୍ଯ୍ୟ କ୍ରମରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ସାଂସଦ ଙ୍କ କର କୋମଳରେ ଉଦଘାଟନ ହୋଇ ବୃକ୍ଷ ରୋପଣ କରା ଯାଇଥିଲା l ଏବଂ ବାଲିଗୁଡ଼ା ର ପ୍ରତ୍ୟକ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ଯଥା. ତହସିଲ ଦାର ବାଲିଗୁଡ଼ା ଦୀପ୍ତି ପ୍ରକାଶ ବେହେରା. ଏସ.ଡି.ପି.ଓ ରାମେନ୍ଦ୍ର ପ୍ରସାଦ. ଆଇ ଆଇ ସି. ସମ୍ବିତ ସାହୁ.ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟନାୟକ କଳ୍ପନା କାଁହର. ବି ଏସ ଏଫ ଯବାନ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏବଂ ମା କେ ଲିୟେ ଏକ ପେଡ଼ ଏହା ସମସ୍ତଙ୍କ ମନରେ ଛୁଇଁ ଥିଲା ଓ ସମସ୍ତଙ୍କ ଘରେ ଘରେ ଗଛ ଲଗେଇବା ନିମନ୍ତେ ବାଲିଗୁଡ଼ାର ରେଞ୍ଜର ଅନୁରୋଧ କରିଥିଲେ l ଯାହାକି ଠିକ ସମୟରେ ବର୍ଷା ଖରା ଶୀତ ଫସଲ ମଧ୍ୟ ଠିକ ସେ ହୋଇପାରୁ ନ ଥିବା କଥା କହିଥିଲେ l ଗଛ ଲଗେଇବା ଦ୍ଵାରା ପରିବେଶ ଫସଲ ଠିକ ରହିବ ବୋଲି ମଧ୍ୟ କହିଥିଲେ ତହସିଲ ଦାର ଦୀପ୍ତି ପ୍ରକାଶ ବେହେରା l
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରୁ ସଲମନ ଦିଗାଲ ଙ୍କ ରିପୋର୍ଟ ମଣିଭଦ୍ରା ଖବର


Post a Comment