BREAKING
Loading...
:

ଜିଲ୍ଲା ପ୍ରଶାସନ ର ସହଯୋଗ ରେ ତୀର୍ଥ ଯାତ୍ରା ରେ ଗଲେବରିଷ୍ଠ ତୀର୍ଥ ଯାତ୍ରୀ l

 


ଜିଲ୍ଲା ପ୍ରଶାସନ ର ସହଯୋଗ ରେ ତୀର୍ଥ ଯାତ୍ରା ରେ ଗଲେବରିଷ୍ଠ ତୀର୍ଥ ଯାତ୍ରୀ l

କୋରାପୁଟ (ମଣିଭଦ୍ରା ଖବର) ଆଜି ଜିଲ୍ଲା ପଯ୍ୟଟନ ବିଭାଗ ତରଫରୁ ଜିଲ୍ଲା ର ଶହେ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଙ୍କୁ ନେଇ ଅଯୋଧ୍ୟା ଏବଂ ବାରଣାସୀ ତୀର୍ଥ ରେ ଯାଇଥିବା ବେଳେ ଯିବା ଆଗରୁ ତୀର୍ଥ ଯାତ୍ରୀଙ୍କର ସମସ୍ର ସୁବିଧା ପ୍ରତି ଦୂର୍ଷ୍ଟ ଦିଆଯାଇଥିବା ଏପରିକି ଯିବା ଆଗରୁ ସେମାନଙ୍କର ସ୍ବlସ୍ଥ୍ୟ ପରୀକ୍ଷା କରାଯାଇଥିବା ଜିଲ୍ଲା ପାଳ ଙ୍କ ଠୁ ପ୍ରକାଶ l ଏହି ଆଠ ଦିନିଆ ତ୍ରିର୍ଥ ଯାତ୍ରା କୁ ଜିଲ୍ଲା ପାଳ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ l ସେମାନେ ରାୟଗଡା ବସ ରେ ଯାଇ ସେଠାରୁ ଟ୍ରେନ ଯୋଗେ ଯିବେ ବୋଲି ଜଣାପଡିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS