ଲଘୁ ବନଜାତ୍ୟ ଦ୍ରବ୍ୟର ନିଦ୍ଧାରିତ ମୂଲ୍ୟ ସଚେତନତା ରଥ ଜିଲ୍ଲା ବୁଲିଲା l
କୋରାପୁଟ (ମଣିଭଦ୍ରା ଖବର) ଲଘୁବନଜାତ୍ୟ ଦ୍ରବ୍ୟ ର ମୂଲ୍ୟ ଉପରେ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା ରେ ବାହାରିଥିବା ବେଳେ ଏହାକୁ ଉପଜିଲ୍ଲାପାଳ ଉଦଘାଟନ କରିଥିଲେ l ଜିଲ୍ଲା ପ୍ରଶାସନ କହିଛି ଯେ ଚାଷୀ ଏହି ନିର୍ଦ୍ଧାରିତ ଦର ଉପରେ ହିଁ ଲଘୁଜlତ ଦ୍ରବ୍ୟ କ୍ରୟ ବା ବିକ୍ରୟ କରିପାରିବ ଯlଦ୍ୱାରା ଚାଷୀ ବାହାର ଦଲାଲ ଦ୍ୱାରା ଠକାମୀର ଶିକାର ହୋଇପାରିବନି ଆଜିର ଏହି କାଯ୍ୟକ୍ରମ ରେ ଆଈ ଟି ଡି ଏ ର ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق