BREAKING
Loading...
:

ବିଜୁ ପ୍ରତିମୂର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ

 


ବଲାଙ୍ଗିର: ବିଜୁ ପ୍ରତିମୂର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ

-ପାଟଣାଗଡ଼ ମୁଖ୍ୟ ଛକରେ ଥିବା ବିଜୁ ମୂର୍ତ୍ତିକୁ ଜାଳିଦେଲେ

-ଜାଳିଥିବା ଦୁର୍ବୃତ୍ତ ଥାନାର ଅଟକ, ପୋଲିସର ତଦନ୍ତ ଆରମ୍ଭ


ବିଜେଡିର ବରିଷ୍ଠ ନେତାଙ୍କ ପ୍ରେସମିଟ୍‌


-ପ୍ରତିମୂର୍ତ୍ତି ପୋଡିବାକୁ ହୋଇଛି ହୀନ ପ୍ରୟାସ: ବିଜେଡି

-ଏହା ଅକ୍ଷମଣୀୟ ଅପରାଧ, ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯାଉ

-ପ୍ରତିମୂର୍ତ୍ତି ପୋଡ଼ିବା ବିଜେପି ପ୍ରୟୋଜିତ ଷଡଯନ୍ତ୍ର

-ଏଥିପାଇଁ ବହୁମୂଲ୍ୟ ବିଜେପିକୁ ଆଗକୁ ଦିଆଯିବ

-ପିସିରେ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା ଉପସ୍ଥିତ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS