ଲକ୍ଷ୍ନୌ ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି |
ଲକ୍ଷ୍ନୌ ର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ କାନପୁର ଯିବାକୁ ଏକ କ୍ୟାବ ବୁକ୍ କରିଥିଲେ।
ଅଧା ବାଟ ଚାଲିବା ପରେ କର୍ଣ୍ଣେଲ ସୂର୍ଯ୍ୟପ୍ରକାଶ ସିଂ ୱାକଫ ବିଲ ବିଷୟରେ ତାଙ୍କର ଜଣେ ବନ୍ଧୁଙ୍କ ସହ ଫୋନରେ ଆଲୋଚନା କରିବା ଆରମ୍ଭ କରିଥିଲେ।
ବାର୍ତ୍ତାଳାପ ସମୟରେ ସେ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି; ତାଙ୍କ ଡ୍ରାଇଭର ମହମ୍ମଦ ୱାସିମ ଏହି ବାର୍ତ୍ତାଳାପ ଶୁଣୁଥିଲେ |
ତା’ପରେ , ମହମ୍ମଦ ୱାସିମ ତାଙ୍କ ସାଙ୍ଗମାନଙ୍କୁ ଡାକି ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ୱାକଫ ବିଲ୍ କୁ ସମର୍ଥନ କରିଥିବାରୁ ନିର୍ଦ୍ଧୁମ ପିଟିଥିଲେ।
ବର୍ତ୍ତମାନ ରେଡିକାଲ କ୍ୟାବ ଡ୍ରାଇଭର ମହମ୍ମଦ ୱାସିମଙ୍କୁ ଗିରଫ କରାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق