BREAKING
Loading...
:

କଳାପଥରରେ ମା 'ମଙ୍ଗଳାଙ୍କ ଝମାୁଯାତ୍ରା

 କଳାପଥରରେ ମା 'ମଙ୍ଗଳାଙ୍କ ଝାମୁଯାତ୍ରା 


ବାଙ୍କୀ ,୧୨ା୪(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର  ଗ୍ରାମର ତଳ ସାହିରେ ଅବସ୍ଥିତ ଐତିହାସିକ ଏବଂ ପୌରାଣିକ ପ୍ରସିଦ୍ଧ ମା ମଙ୍ଗଳାଙ୍କ ୧୨ମାସର ୧୩ମାସ ଭଳି ଚୈତ୍ର ମାସର ଚଇତି ଝାମୁ  ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏଥିଲାଗ ଆଜି କାଳେଶୀ ଙ୍କ ସହ ମାନସୀକ ଧାରୀ ଝୁାମୁଆମାନେ ପୋଖରୀରୁ ସ୍ନାନ ସାରି ମା’ଙ୍କ ପୀଠରେ ପଂହଚିବା ପରେ ୧୨୦ହାତର ଝାମୁରେ ଚାଲିଥିଲେ । ଏହି ଝାମୁ ଯାତ୍ରାକୁ ଦେଖିବା ପାଇଁ ସ୍ଥନୀୟ ଅଂଚଳର ବହୁଭକ୍ତମାନେ ଏଠାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ  ଗ୍ରାମ୍ୟ ସଭାପତି ପ୍ରଫୁଲ କୁମାର ସ୍ୱାଇଁ ଙ୍କ ସମେତ ଗ୍ରାମବାସୀଙ୍କ ମିଳିତ  ସହଯୋଗରେ ସୂଚାରୁ ରୂପେ ସଂପାଦିତ ହୋଇଥିଲା ।


Post a Comment

أحدث أقدم
Header ADS