BREAKING
Loading...
:

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୬ ଷ୍ଠ ଜିଲ୍ଲା ସ୍ତରୀୟ କାମ୍ପୋରି ତା ୧୧ରୁ ଆରମ୍ଭ

 ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୬ ଷ୍ଠ  ଜିଲ୍ଲା ସ୍ତରୀୟ କାମ୍ପୋରି ତା ୧୧  ରୁ ଆରମ୍ଭ 

ଖଣ୍ଡପଡ଼ା ୧୦,୩( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର)ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ଷଷ୍ଠ ଜିଲ୍ଲା ସ୍ତରୀୟ କାମ୍ପୋରି ଉତ୍ସବ ୧୧ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୧୩ ତାରିଖ ରେ ଉଦଜାପିତ ହେବବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ପକ୍ଷ ରୁ ୩ ଦିନ ଧରି ଆୟୋଜିତ କାମ୍ପୋରୀ ଉତ୍ସବ ସରସ ସୁନ୍ଦର କରିବା ପାଇଁ ବିଦ୍ୟାଳୟ ପକ୍ଷ ରୁ ପ୍ରୟାସ ଆରମ୍ଭ ହୋଇଥିବା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିପ୍ସା ନନ୍ଦ ଙ୍କ ଠାରୁ ପ୍ରକାଶ ।କମ୍ପୋରୀ ଉତ୍ସବ  ର ଉଦଘାଟନୀପର୍ବ ୧୧ ତାରିଖ ସନ୍ଧ୍ୟା ୬ ଟା ରେ ଅନୁଷ୍ଟିତ ହେବ ବୋଲି ଜଣାପଡିଛି । ନୟାଗଡ଼ ଜିଲ୍ଲା ଅଧିନ ୮ ଟି ବ୍ଲକ ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ କମ୍ପୋରି ଉସବ ରେ ଯୋଗ ଦେବେ ବୋଲି ଜଣାପଡିଛି।କମ୍ପୋରୀ ଉତ୍ସବରେ ଯୋଗ   କରାଯାଇଥିବାର ଜଣା ପଡ଼ିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS