BREAKING
Loading...
:

କଂଗ୍ରେସର ୩ ବିଧାୟକ ନିଲମ୍ବିତ

  



ରାଜ୍ୟସଭା ବ୍ୟୁରୋ (ମଣିଭଦ୍ରା ଖବର) ଦଳ ବିରୋଧରେ ଭୋଟଦେବା ପଡିଲା ମହଙ୍ଗା। ରାଜ୍ୟସଭା ନିର୍ବାଚନ ଭୋଟିଂକୁ ନେଇ କଂଗ୍ରେସର ପ୍ରେସ୍‌ମିଟ୍‌ । କ୍ରସ୍‌ ଭୋଟିଂ କରିଥିବା ୩ ଜଣ ବିଧାୟକଙ୍କୁ ନିଲମ୍ବନ କଲା ଦଳ । ସୋଫିଆ ଫିର୍ଦ୍ଦୋସ , ରମେଶ ଜେନା ଏବଂ ଦାଶରଥି ଗମାଙ୍କ ନିଲମ୍ବିତ । ଦଳର ହ୍ୱିପ୍‌ ନମାନି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଦେଇଥିଲେ ଭୋଟ୍‌ । ଖାଲି ସେତିକି ନୁହେଁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଗିରିବାଳା ବେହେରାଙ୍କୁ ମଧ୍ୟ କଂଗ୍ରେସରୁ ବହିଷ୍କୃତ କରାଯାଇଛି  । 

Post a Comment

Previous Post Next Post
Header ADS