BREAKING
Loading...
:

ମୁମ୍ବାଇ ଉପକୂଳରେ ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍‌ ବୋଟ୍‌

 ମୁମ୍ବାଇ ଉପକୂଳରେ ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍‌ ବୋଟ୍‌

କଟକ( ମାନସ କୁମାର ସାହୁ) ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଦଳ ପାଣି ଭିତରକୁ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଗେଟ୍‌ୱେ ଅଫ୍ ଇଣ୍ଡିଆ ନିକଟରେ ବୁଡ଼ିଲା ବୋଟ୍ । ସ୍ପିଡ୍ ବୋଡରେ ୪ ଜଣ ବୁଲୁ ଥିବା ବେଳେ ହଠାତ୍‌ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ଏହା ଧକ୍କା ଦେଇଛି। ଫଳରେ ସ୍ପିଡ ବୋଟ ସହ ବିଶାଳକାୟ ଯାତ୍ରୀବାହୀ ଡଙ୍ଗା ସମୁଦ୍ରରେ ବୁଡ଼ି ଯାଇଛି।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS