BREAKING
Loading...
:

ବଦଳିବ 'ଆମ ଓଡ଼ିଶା , ନବୀନ ଓଡ଼ିଶା' ଯୋଜନାର ନାଁ

 - *ବଦଳିବ 'ଆମ ଓଡ଼ିଶା , ନବୀନ ଓଡ଼ିଶା' ଯୋଜନାର ନାଁ*

 *ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସୂଚନା*

- *ବିକଶିତ ଗାଁ , ବିକଶିତ ଓଡ଼ିଶା' ନାଁରେ ଚାଲିବ କାର୍ଯ୍ୟକ୍ରମ*  

- *ଦୁଇ ଦିନ ଭିତରେ ଗାଇଡଲାଇନ୍ ଆଣୁଛନ୍ତି ସରକାର*

- *ପଲ୍ଲୀସଭାକୁ ଗୁରୁତ୍ୱ , ପଞ୍ଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା!.


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS