- *ବଦଳିବ 'ଆମ ଓଡ଼ିଶା , ନବୀନ ଓଡ଼ିଶା' ଯୋଜନାର ନାଁ*
*ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସୂଚନା*
- *ବିକଶିତ ଗାଁ , ବିକଶିତ ଓଡ଼ିଶା' ନାଁରେ ଚାଲିବ କାର୍ଯ୍ୟକ୍ରମ*
- *ଦୁଇ ଦିନ ଭିତରେ ଗାଇଡଲାଇନ୍ ଆଣୁଛନ୍ତି ସରକାର*
- *ପଲ୍ଲୀସଭାକୁ ଗୁରୁତ୍ୱ , ପଞ୍ଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା!.
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق