*ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଘରୁ ଲୁଟ*
ରାଉରକେଲା(ମଣିଭଦ୍ରା ଖବର) ରେଲୱେ ଜେଇଙ୍କ ହାତଗୋଡ଼ ବାନ୍ଧି ଘରୁ ଲୁଟ। ଡିଜେଲ୍ କଲୋନୀରେ ଥିବା କ୍ବାର୍ଟର୍ସରୁ ଆଜି ଭୋର୍ରୁ ଘଟିଛି ଲୁଟ୍। ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ କ୍ବାର୍ଟର୍ସ ଭିତରେ ପଶି ଲୁଟି ନେଲ। ଜେଇଙ୍କ ସହ ତାଙ୍କ ପତ୍ନୀ ଓ ପୁଅଙ୍କୁ ବାନ୍ଧି ଲୁଟି ନେଲେ। ମୁଖାପିନ୍ଧା ଡକାୟତ ୪୦୦ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଛନ୍ତି!.
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق