*ନର୍ସିଂହୋମ ବିରୋଧରେ ତଦନ୍ତ ନିର୍ଦ୍ଦେଶ*
*-ଟିଟିଲାଗଡ଼ର ଏକ ଘରୋଇ ନର୍ସିଂହୋମ ବିରୋଧରେ ତଦନ୍ତ ନିର୍ଦ୍ଦେଶ*
*-CDMOଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ*
*-ଭୁଲ୍ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ଉତ୍ତେଜନା ଦେଖା ଦେଇଥିଲା*
*-ରଫାଦଫା ପାଇଁ କର୍ତ୍ତୃପକ୍ଷ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ!.
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق