BREAKING
Loading...
:

ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

 *ଜିଲ୍ଲାପାଳଙ୍କୁ SRCଙ୍କ ଚିଠି*।



ବାତ୍ୟା ଅକୱାନ୍‌; ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ SRC ।

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ସତର୍କତା ।

ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ।

ବିପଦପୂର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳ ନିଅ- SRC ।

ଆଶ୍ରୟସ୍ଥଳ, ଖାଦ୍ୟ, ପାଣି, ଔଷଧ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS