*MBPYରେ ୫ଲକ୍ଷ ନୂଆ ହିତାଧିକାରୀ*
ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ
ରାଜ୍ୟର ୫ ଲକ୍ଷ ୫୮୧୭ ଜଣଙ୍କୁ ମିଳିବ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ।
ଚଳିତ ବର୍ଷ ଅକ୍ଟୋବରରୁ ମିଳିବ ଭତ୍ତା
ନଭେମ୍ବର ୧୦ରେ ବାଲେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ,
ଏଣିକି ଆବେଦନର ପର ମାସରୁ ମିଳିବ ପେନସନ୍ ।
BDO କାର୍ଯ୍ୟାଳୟ କିମ୍ବା ଅନଲାଇନ୍ର କରିହେବ ଆବେଦନ ।
୮୦ ବର୍ଷ ହେଲେ ଆପେଆପେ ବୃଦ୍ଧି ପାଇବ ଭତ୍ତା ।
ବର୍ଦ୍ଧିତ ଭତ୍ତା ପାଇଁ ଆଉ କରିବାକୁ ପଡ଼ିବନି ଆବେଦନ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق