*କୁବେର ପ୍ରିନ୍ସପାଲଙ୍କ ୧୧ପ୍ଲଟ୍
ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ
ପ୍ରିନ୍ସିପାଲ ସୁରେଶ । କୁମାର ଦଳବେହେରାଙ୍କ ୨ଟି କୋଠା ଓ ୧୧ ପ୍ଲଟ୍ ଠାବ ।
ନଗଦ ୫.୧୬ ଲକ୍ଷ ଟଙ୍କା ସହ ୨୬୩ ଗ୍ରାମ୍ ସୁନା, ଅଢ଼େଇ କେଜି ରୁପା ଠାବ ।
ଗୋଟିଏ ହୁଣ୍ଡାଇ କାର୍ ସହ ୩ଟି ବାଇକ୍ ଠାବ ।
ଅତିଥି ପ୍ରଶିକ୍ଷକଙ୍କଠାରୁ ୩୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।
ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ସୁରେଶ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق