ଜାମିନ ଖାରଜ୍: ଜେଲ୍ରେ ରହିବେ ବିଦ୍ୟାଭାରତୀ ।
ACF ସୌମ୍ୟ ମୃତ୍ୟୁ; ପତ୍ନୀ ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ ।
ଜାମିନ ଆବେଦନ ଖାରଜ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।
ନଭେମ୍ବର ୨ରେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ।
ଗତ ୭ରେ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق