*ଯୁବତୀଙ୍କ ଫଟୋ ଭାଇରାଲ କରିବା ମାମଲା ; ପ୍ରମାଣ ଅଭାବରୁ ଅବକାରୀ ଏଏସଆଇ ନିର୍ଦୋଷ*
ଯୁବତୀଙ୍କ ଫଟୋ ଭାଇରାଲ କରିବା ମାମଲା ପ୍ରମାଣ ଅଭାବରୁ ଅବକାରୀ ଏଏସଆଇ ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି। ନିର୍ଦୋଷ ହୋଇଥିବା ଏଏସଆଇ ଜଣକ ହେଲେ ଝାରସୁଗୁଡା ହଁସାମୁରା କଟାପାଲିର ସୁରେନ୍ଦ୍ର ପ୍ରଧାନ(୪୦) ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق